ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୦୦ ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫୪ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ତେଲେଙ୍ଗାନା ୨୦, କର୍ଣ୍ଣାଟକ ୧୯, ରାଜସ୍ଥାନ ୧୮, କେରଳ ୧୫, ଗୁଜରାଟ ୧୪, ଉତ୍ତର ପ୍ରଦେଶ ୨ , ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ |

Leave a Reply

Your email address will not be published. Required fields are marked *