ପୁରୀ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ୧୨ ରୁ ଖୋଲାଯିବ ଶ୍ରୀସେତୁ

ପୁରୀ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ୧୨ ରୁ ଖୋଲାଯିବ ଶ୍ରୀସେତୁ | ପୁରୀ ଆସୁଥିବା ଲୋକେ ସମଙ୍ଗ ମୌଜାରେ ପାର୍କିଂ କରିବେ | ପରେ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ | ଜଗନ୍ନାଥ ବଲ୍ଲଭରେ‌ ଗୁଆ ଚାଉଳ, ସଂଗ୍ରହ ହେବ | ୮୦୦ମି ଶ୍ରୀଦାଣ୍ଡ ରାସ୍ତା ୧୬ପୂର୍ବରୁ ଶେଷ ହେବ | ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଙ୍କ ସୂଚନା |

Leave a Reply

Your email address will not be published. Required fields are marked *