

- ବିଧାନସଭା ନିର୍ବାଚନରେ ଚମକୌର ସାହିବ ଓ ଭଦୌର ଆସନରୁ ୨ଟି ଆସନରେ ଲଢ଼ିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି
- କୋରାପୁଟର କୋଟିପତି ଶିକ୍ଷକ ଶିଶିର କୁମାର ସେମିଳି ଗିରଫ | ୪.୧୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ । ୪ଟି ବହୁତଳ ପ୍ରାସାଦ, ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୨ ଲକ୍ଷ ଟଙ୍କାର ଗହଣା, ୨.୮୮ ଲକ୍ଷ ଟଙ୍କା, ୨.୮୩ ଲକ୍ଷର ବୀମା ପ୍ରମାଣପତ୍ର ଜବତ | ୩୫ଟି ଆଜବେଷ୍ଟସ ଛାତ ଘର ମଧ୍ୟ ଠାବ