ଝାରସୁଗୁଡ଼ା ପୁଲିସ ଏକ ଆନ୍ତଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ୍ ଏହି ବାଇକ୍ ଲୁଟେରା ଗ୍ୟାଙ୍ଗର ଛଅଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବାର ସୂଚନା ଦେଇଛି। ଏମାନଙ୍କଠାରୁ ୨୦ଟି ବାଇକ୍ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *