ରାଜ୍ୟରେ ଦିନକରେ ଆଉ ୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ |

ରାଜ୍ୟରେ ସୁସ୍ଥ ହେଲେଣି ୧୦ ଲକ୍ଷ ୪୫ ହଜାର ୨୫୫ ଜଣ ରୋଗୀ , ୨ ହଜାର ୮୮୮ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ | ଖୋର୍ଦ୍ଧାରେ ସର୍ବାଧିକ ୨୬୩, ସୁନ୍ଦରଗଡ଼ ୬୯, କଟକରେ ୫୯ ପଜିଟିଭ୍‌ , ସମ୍ବଲପୁର ୪୨, ବାଲେଶ୍ବର ୩୪, ଝାରସୁଗୁଡ଼ା ୨୫ ଓ ପୁରୀ ୧୫ ବରଗଡ଼ ୧୪, ନବରଙ୍ଗପୁର ୧୩ ଓ ଗଞ୍ଜାମ ଜିଲ୍ଲାରେ ୧୨ ପଜିଟିଭ୍‌ | ସଂଗରୋଧରୁ ୩୯୭ ଓ ସ୍ଥାନୀୟ ଅଞ୍ଚଳରୁ ୨୮୩ ରୋଗୀ ଚିହ୍ନଟ | ୬୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୯ ଜଣ , ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *