

- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବଲାଙ୍ଗୀର: ସଇଁତଳା ଥାନା ଡଙ୍ଗରମୁଣ୍ଡା ଗାଁ ଜଙ୍ଗଲର ଏକ ଗଛରୁ ୨ ମୃତଦେହ ଉଦ୍ଧାର । ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର । ଯୁବତୀ ତୁଷୁରା ନିକଟ ନୂଆପଡ଼ା ଗାଁର ହୋଇଥିବା ସୂଚନା । ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ସଇଁତଳା ପୁଲିସର ତଦନ୍ତ ।