ବଲାଙ୍ଗୀର: ସଇଁତଳା ଥାନା ଡଙ୍ଗରମୁଣ୍ଡା ଗାଁ ଜଙ୍ଗଲର ଏକ ଗଛରୁ ୨ ମୃତଦେହ ଉଦ୍ଧାର । ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର । ଯୁବତୀ ତୁଷୁରା ନିକଟ ନୂଆପଡ଼ା ଗାଁର ହୋଇଥିବା ସୂଚନା । ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ସଇଁତଳା ପୁଲିସର ତଦନ୍ତ ।

Leave a Reply

Your email address will not be published. Required fields are marked *