ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଘାତକ ବ୍ରହ୍ମୋସ ସୁପରସୋନିକ କ୍ରୁସ ମିଶାଇଲର ସଫଳ ପରୀକ୍ଷଣ । ସଫଳ ପରୀକ୍ଷଣ ନେଇ DRDO କୁ ଶୁଭେଚ୍ଛା ଜଣାଇବା ସହ ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ଟ୍ବିଟ୍ କଲେ ଆଇନ ମନ୍ତ୍ରୀ |

Leave a Reply

Your email address will not be published. Required fields are marked *