

- ଜାଭିଅର ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱରରେ ୩୦ରୁ ଅଧିକ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ | ଜାଭିଅର ଇନ୍ଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲ କଣ୍ଟେନମେଣ୍ଟ ଜୋନ ଘୋଷିତ | ବାକି ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର BMC କରିବ RT-PCR ଟେଷ୍ଟ
- ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ ଉପରେ ଲାଗିଲା କଟକଣା | ସୋମବାରଠାରୁ କେବଳ ପୁରୀ ବାସୀ ସ୍ବର୍ଗଦ୍ବାରରେ କରିପାରିବେ ଶବଦାହ ।ମୃତଦେହ ଅଣକୋଭିଡ ହୋଇଥିଲେ ଶବଦାହ ପାଇଁ ରହିବ ଅନୁମତି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା |