ଆଜିଠୁ ହଟିଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରବିବାର କଟକଣା | ଏଣିକି ରବିବାରରେ ବି ଶ୍ରଦ୍ଧାଳୁମାନେ କରିପାରିବେ ମହାପ୍ରଭୁଙ୍କ ଦର୍ଶନ | ଏସ୍‌ଓପି ସମୀକ୍ଷା ବୈଠକରେ ହୋଇଛି ନିଷ୍ପତ୍ତି । ଭକ୍ତଙ୍କ ଦର୍ଶନ ଭିଡ଼କୁ ଦୃଷ୍ଟିରେ ରଖି ଆଜି ସଅଳ ହୋଇଛି ନୀତିକାନ୍ତି |

Leave a Reply

Your email address will not be published. Required fields are marked *