ବାହା ହେବାକୁ ଆସିଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ |ସବରେଜିଷ୍ଟ୍ରାର ଅଫିସରେ ଅପେକ୍ଷା କରି ଫେରିଲେ ପ୍ରେମିକା ସୋମାଲିକା

ବାହା ହେବାକୁ ଆସିଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ | ତିର୍ତ୍ତୋଲ ବିଧାୟକ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ | ବାହା ହେବାକୁ କହି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଆସି ନଥିବା ଅଭିଯୋଗ | ଜଗତସିଂହପୁର ଜିଲ୍ଲା ସବରେଜିଷ୍ଟ୍ରାର ଅଫିସରେ ଅପେକ୍ଷା କରି ଫେରିଲେ ସୋମାଲିକା

Leave a Reply

Your email address will not be published. Required fields are marked *