ଝିଅ ଭଲପାଇ ବାହା ହେଉଥିଲା, ଆର ପଟେ ଘର ଲୋକ କରୁଥିଲେ ଶୁଦ୍ଧିକ୍ରିୟା

କେନ୍ଦ୍ରାପଡା : ଗୋଟିଏ ପଟେ ଝିଅର ପଡ଼ୁଛି ହାତ ଗଣ୍ଠି। ସାତ ସିଙ୍ଗାର ହୋଇ ନବବଧୂ ସାଜି ଝିଅ ନିଜ ଶ୍ୱଶୁର ଘରେ ସୁନାର ସଂସାର ଗଢ଼ିବା

Read more