ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ରଜାମୁଣ୍ଡା ନିକଟରେ ଦୁର୍ଘଟଣା ; ହାଇୱା ଧକ୍କାରେ ୨ କିନ୍ନରଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ରଜାମୁଣ୍ଡା ନିକଟରେ ଦୁର୍ଘଟଣା ; ହାଇୱା ଧକ୍କାରେ ୨ କିନ୍ନରଙ୍କ ମୃତ୍ୟୁ | ଅଳ୍ପକେ ବର୍ତ୍ତିଲେ ଆଉ ୨ କିନ୍ନର | ଗୋଟିଏ ସ୍କୁଟିରେ ୪ କିନ୍ନର ଯାଉଥିବା ବେଳେ ଦୁର୍ଘଟଣା |

Leave a Reply

Your email address will not be published. Required fields are marked *