ମମିତାଙ୍କ ଗାଁ ଝରନୀରେ ପହଞ୍ଚିଲା ବିଜେପି ଟିମ୍

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଝରନୀରେ ପହଞ୍ଚି ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି, ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଲେ; ଘଟଣାକୁ ଦେଖିଲେ ଏଥିରେ ଜଣକର ସଂପୃକ୍ତି ବୋଲି ମାନିବା ଠିକ ନୁହେଁ, ଏହା ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ଉନ୍ମୋଚନ ପ୍ରତି ତଦନ୍ତ ଆଗେଇବା ଉଚିତ, ପୁଲିସ୍ ତଦନ୍ତରେ ବହୁତ ଅବହେଳା ଥିବା ଦେଖାଯାଇଛି |

Leave a Reply

Your email address will not be published. Required fields are marked *