

- ପୁରୀର ବହୁଚର୍ଚ୍ଚିତ ପୂର୍ବତନ କାଉନସିଲର ଗୁନ ଶିଙ୍ଗାରୀ ହତ୍ୟା ମାମଲା ; ୯ ବର୍ଷ ପରେ ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ପ୍ରକାଶ ପାଇଲା ରାୟ | ପ୍ରମାଣ ଅଭାବରୁ ସମସ୍ତ ୬ ଜଣ ଅଭିଯୁକ୍ତ ନିର୍ଦୋଷରେ ଖଲାସ, ୨୦୧୨ ସେପ୍ଟେମ୍ବରରେ ଗୁନ ଶିଙ୍ଗାରୀଙ୍କୁ ହତ୍ୟା କରାଯାଇଥିଲା |ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଗୁନ ଶିଙ୍ଗାରୀ
- ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ଚାଷୀ ମୁଲିଆ ଆଦିବାସୀ ସଂଗଠନର ନେତା ନାଚିକା ଲିଙ୍ଗା