ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ଚାଷୀ ମୁଲିଆ ଆଦିବାସୀ ସଂଗଠନର ନେତା ନାଚିକା ଲିଙ୍ଗା

କୋରାପୁଟ : ଚାଷୀ ମୁଲିଆ ଆଦିବାସୀ ସଂଗଠନର ନେତା ନାଚିକା ଲିଙ୍ଗା କୋରାପୁଟର ନାରାୟଣପାଟନ ଜୋନ୍ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି I
ଉଲ୍ଲେଖନୀୟ ଯେ, ଅକ୍ଟୋବର, 2014 ରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଛଅ ବର୍ଷ ଜେଲରେ ରହିବା ପରେ ନାଚିକାଙ୍କୁ ନଭେମ୍ବର, 2020 ରେ ଓଡ଼ିଶା ହାଇକୋର୍ଟ (HC) ଦେଇଥିବା ଜାମିନରେ ମୁକ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *