ସାରା ଓଡିଶା ପାଳିବ ମାଣ୍ଡିଆ ଦିବସ

ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ । ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ । ନଭେମ୍ବର ୧୦ରେ ପ୍ରଥମ ଗୁରୁବାର ରେ ପାଳନ ହେବ । ପରିବେଶ ଓ ସ୍ବାସ୍ଥ୍ୟପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ଯବହାର ଏହାର ମୂଳ ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *