ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର ଅସୁସ୍ଥ | ଛାତିରେ ଯନ୍ତ୍ରଣା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି, ବଦ୍ରି ନାରାୟଣଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି । କେନ୍ଦୁଝରର ଘସିପୁରା ଆସନରୁ ବିଜେଡି ବିଧାୟକ ଅଛନ୍ତି ବଦ୍ରିନାରାୟଣ ।

Leave a Reply

Your email address will not be published. Required fields are marked *