ପ୍ରସିଦ୍ଧ ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର କୋଭିଡ୍ ପଜିଟିଭ।

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ତଥା ପ୍ରଖ୍ୟାତ୍‌ ସୁର ସାମ୍ରାଜ୍ଞୀଙ୍କୁ କରୋନା । ହସ୍ପିଟାଲରେ ଭର୍ତ୍ତି ହେଲେ ୯୨ ବର୍ଷୀୟା ଲତା ମଙ୍ଗେସକର୍‌। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ବୟସକୁ ନଜରରେ ରଖି ଲତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଝିଆରୀ ରଚନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *