ପୋଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ କରି ଚମ୍ପଟ ମାରିବା ବେଳେ ଗିରଫ

ସୁନ୍ଦରଗଡ଼: ପୋଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ | ବନ୍ଧୁକ ଦେଖାଇ ଟାଉନ ଥାନା ଆକ୍ସିସ୍ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ | ଲୁଟ୍‌ କରି ଚମ୍ପଟ ମାରିବା ବେଳେ ପୋଲିସ ସହ ଶଙ୍କରା ମୁହାଁମୁହିଁ | ଅଭିଯୁକ୍ତ ଶଙ୍କରାକୁ ଗିରଫ କଲା ପୋଲିସ, ଲୁଟ ଟଙ୍କା ଓ ବନ୍ଧୁକ ଜବତ

Leave a Reply

Your email address will not be published. Required fields are marked *