

- ଜୁନ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବ ଓଜେଇଇ ପରୀକ୍ଷା । ଆଜିଠୁ ଏପ୍ରିଲ ୧୩ ଯାଏ ଏଥିପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।ojee.nic.in ଓ୍ବେବସାଇଟରେ ହେବ ଆବେଦନ । ସିବିଟି ବା କମ୍ପ୍ୟୁଟର ଭିତ୍ତିକ ପଦ୍ଧତିରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
- ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଲା । ୩୮.୩ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ା ୩୮.୨, ଅନୁଗୁଳ ୩୮.୧, ଟିଟିଲାଗଡ଼ ୩୮ ଡିଗ୍ରୀ ସେଲ୍ସିଅସ । ବୌଦ୍ଧ, ନୟାଗଡ଼ ଓ ସମ୍ବଲପୁରରେ ତାତି ୩୭.୫ ଡିଗ୍ରୀ ସେଲ୍ସିଅସ ।