ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ପିଲାଙ୍କ ପାଇଁ ଖୋଲିବ କ୍ରେଚ୍ | ୬ ମାସରୁ ୬ ବର୍ଷ ବୟସର ପିଲାଙ୍କ ପାଇଁ ଖୋଲିବ କ୍ରେଚ | ୨ ହଜାର ଟଙ୍କାରେ କରିବେ ପଞ୍ଜିକରଣ, ମାସିକ ୧୫ ଶହ ଟଙ୍କା ଦେବେ କର୍ମଚାରୀ | ସକାଳ ସାଢ଼େ ୯ଟାରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ କ୍ରେଚ |

Leave a Reply

Your email address will not be published. Required fields are marked *