ରାୟଗଡ଼ା କାଶୀପୁର ବ୍ଲକ ଟିକିରି ଖୁରୀ ଗାଁର ଘଟଣା; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ

ରାୟଗଡ଼ା କାଶୀପୁର ବ୍ଲକ ଟିକିରି ଖୁରୀ ଗାଁର ଘଟଣା; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ | ବାରାହ ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର | ଅକ୍ଟୋବର ୨୨ରୁ ନିଖୋଜ ଥିଲେ ମୃତ ବିଶେଶ୍ବେର ମାଝୀ | ୨ଜଣ ଶିକାରୀଙ୍କୁ ଅଟକ ରଖି ପଚାରଉଚରା କରୁଛି ପୋଲିସ |

Leave a Reply

Your email address will not be published. Required fields are marked *