କେନ୍ଦୁଝର, ଆନନ୍ଦପୁର ନିକଟ ୨୦ ନମ୍ବର ଜାତୀୟ ରାଜପଥର କନକ ମଂଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ।

Leave a Reply

Your email address will not be published. Required fields are marked *