OTDC ପକ୍ଷରୁ ଖୋଲାଯାଇଥିବା ‘ନିମନ୍ତ୍ରଣ’ ହୋଟେଲରେ ଘୋଟାଲା । ଆକାଉଣ୍ଟାଣ୍ଡ ସୁନୀଲ କୁମାର ଘଡ଼େଇ ଓ ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଗିରଫ | ଉଭୟଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ।ପ୍ରତିଦିନ ଆୟର ୫୦% ଟଙ୍କା ନିଜ ଆକାଉଣ୍ଟକୁ ନେଉଥିଲେ | ୬ ମାସରେ ୧୭ଲକ୍ଷ ୫୦ହଜାର ଟଙ୍କା ଘୋଟାଲା |

Leave a Reply

Your email address will not be published. Required fields are marked *