ଜାନୁଆରି ୧୦ରୁ କଟକରେ ଦିଆଯିବ ପ୍ରିକସନ ଡୋଜ୍

ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ୍‌ ଟିକା ଆରମ୍ଭ ହେବ । ଏକାଧିକ ରୋଗରେ ପୀଡ଼ିତଙ୍କୁ ବି ଦିଆଯିବ ପ୍ରିକସନ ଡୋଜ୍‌ । CMC ଡେପୁଟି କମିସନର ଅବିନାଶ ରାଉତଙ୍କ ସୂଚନା

Leave a Reply

Your email address will not be published. Required fields are marked *