ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଏସଏଫଜେ ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନୀକୁ ଗିରଫ କଲା ଜର୍ମାନ ପୋଲିସ

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା । ଘଟଣାରେ ଏସଏଫଜେ ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନୀକୁ ଗିରଫ କରିଛି ଜର୍ମାନ ପୋଲିସ । ଭାରତ ସରକାରଙ୍କ ଅନୁରୋଧ କ୍ରମେ ଯଶବିନ୍ଦର ସିଂ ମୁଲତାନୀକୁ ଜର୍ମାନ ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ କାମ କରୁଥିଲା । ଦିଲ୍ଲୀ ଏବଂ ମୁମ୍ବାଇରେ ଆତଙ୍କବାଦୀ କାର୍ୟ୍ୟକଳାପ ଯୋଜନା କରୁଥିଲା ଜସବିନ୍ଦର ।

Leave a Reply

Your email address will not be published. Required fields are marked *