ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ଓ ଟେମ୍ପୁଲ୍ ଫଣ୍ଡ ଟଙ୍କା ପୁରୀ SBI ଶାଖାରେ ରହିବ | ମୋଟ ୫୪୮ କୋଟି ଟଙ୍କା ବର୍ଷକ ପାଇଁ ୫.୧୮% ସୁଧରେ ଫିକ୍ସଡ୍ ଡିପୋଜିଟ୍‌ ଆକାରରେ ରହିବ | ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା |

Leave a Reply

Your email address will not be published. Required fields are marked *