

- ବିଧାନସଭାରେ ଆଜି ବି ବିରୋଧୀଙ୍କ ହୋହଲ୍ଲା, ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି, ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟିଲେ ବିରୋଧୀ |
- କନ୍ନୁରରେ ହୋଇଥିବା ବିମାନ ଦୁର୍ଘଟଣାରେ ଗ୍ରୁପ କ୍ଯାପଟେନ ଏବେବି ଜୀବନ ସହ ସଙ୍ଘର୍ଷ କରୁଛନ୍ତି । ଏହି ସମୟରେ ତାଙ୍କ ଦ୍ୱାରା ଲିଖିତ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।