ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୮୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ରୋଗୀ ଚିହ୍ନଟ, ୪୮୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୭ ଜଣ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ 4୧ ହଜାର ୪୫୭କୁ ବୃଦ୍ଧି, ୧୦ ଲକ୍ଷ ୨୮ ହଜାର ୬୯୭ ଜଣ ସୁସ୍ଥ, ୪ ହଜାର ୩୭୪ ଜଣ ଚିକିତ୍ସାଧୀନ । ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦, ମୟୂରଭଞ୍ଜ ୧୯, କଟକ ୫୪, ବାଲେଶ୍ବର ୫, ଯାଜପୁରରୁ ୯, ଜଗତସିଂହପୁର ୯, ସମ୍ବଲପୁର ୧୩, ସୁନ୍ଦରଗଡ଼ ୧୩, ନୂଆପଡ଼ା ୧, ପୁରୀ ୧୫, ଅନୁଗୁଳ ୧, ଭଦ୍ରକ ୩, ଗଞ୍ଜାମ ୮, ଦେବଗଡ଼ରୁ ୨, କେନ୍ଦ୍ରାପଡ଼ା ୮, ଢେଙ୍କାନାଳ ୫, ଗଜପତି ୫ ପଜିଟିଭ, ଝାରସୁଗୁଡ଼ା ୩, କଳାହାଣ୍ଡି ୨, କେନ୍ଦୁଝରରୁ ୧ , ନୟାଗଡ଼ରୁ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *