କଣ୍ଟାମାଳ ରାସ୍ତାକଡ଼ରୁ କ୍ଷତାକ୍ତ ଶବ ମିଳିବା ଘଟଣାର ପର୍ଦ୍ଦାଫାସ, ଅନୈତିକ ସଂପର୍କକୁ ନେଇ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା, ମୃତକଙ୍କ ବାପା ଓ ଭିଣୋଇ ଗିରଫ, ଅନୈତିକ ସମ୍ପର୍କ କାରଣରୁ ହତ୍ୟା କରାଯାଇଥିବା ପୋଲିସର ସୂଚନା, ଗତ ୧୫ରେ ଗୋପାଳମାଳ ପେଟ୍ରୋଲ ପମ୍ପ ନିକଟରୁ ମୃତଦେହ ମିଳିଥିଲା

Leave a Reply

Your email address will not be published. Required fields are marked *