ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଜି ଦୁଇଟି ବଡ଼ ମୁକାବିଲା

ଦୁବାଇରେ ଅପରାହ୍ଣରେ ମୁହାଁମୁହିଁ ହେ‌ବେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା, ସଂଧ୍ୟାରେ ଶାରଜାହରେ ପାକିସ୍ତାନକୁ ଭେଟିବ ‌ନ୍ୟୁଜିଲାଣ୍ଡ, ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ହାରିଛନ୍ତି, ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୨ ଥର ବିଜେତା ୱେଷ୍ଟଇଣ୍ଡିଜ୍‌ଠୁ ୬ ୱିକେଟ୍‌ରେ ଜିତି ନେଇଥିଲା ଇଂଲଣ୍ଡ

Leave a Reply

Your email address will not be published.