ସଂସଦଭବନ ଭଳି ଅତ୍ୟାଧୁନିକ ଢାଞ୍ଚାରେ ବିଧାୟକଙ୍କ ପାଇଁ ହେବ ବହୁତଳ ପ୍ରାସାଦ; ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା

ଖର୍ଚ୍ଚ ହେବ 300ରୁ 400କୋଟି ଟଙ୍କା । ଟେଣ୍ଡର ମାଧ୍ୟମରେ ଭଲ ଓ ଅନୁଭବୀ କମ୍ପାନିକୁ ନିର୍ମାଣ ଦାୟିତ୍ବ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ଓବିସିସିକୁ ଅଗ୍ରୀମ ପ୍ରାୟ 150 କୋଟି ଟଙ୍କା ଦିଆଯାଇଛି । ଜବରଦଖଲକାରୀ ଓ ପୂର୍ବତନ ବିଧାୟକ କ୍ବାଟର୍ସ ଛାଡୁ ନଥିବାରୁ କାର୍ଯ୍ୟ ବିଳମ୍ବ ହେଉଛି, ୮ ଜଣ ପୂର୍ବତନ ବିଧାୟକ କ୍ବାଟର୍ସ ଛାଡୁ ନଥିବାରୁ ତାଙ୍କୁ ଖୁବଶୀଘ୍ର କ୍ବାଟ୍ସର ଛାଡିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *