ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

ରାଜ୍ୟରେ ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍ କ୍ରାକର; ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ, କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି, PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି କହିଲେ ହାଇକୋର୍ଟ

Leave a Reply

Your email address will not be published. Required fields are marked *