ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ଯାସ ପାଇଁ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି

ପୂର୍ଣ୍ଣାହୁତି ଦେବା ସହ ଶିଳାନ୍ୟାସ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ,ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ସହ ମଡେଲର ଅନାବରଣ କରିବେ,
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, CMଙ୍କ ଗସ୍ତ ପାଇଁ ଦୋଳବେଦୀ ଠାରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳ ନୋ ମ୍ୟାନ୍ସଲ୍ୟାଣ୍ଡ ଘୋଷିତ, ୨୫ପ୍ଲାଟୁନ ଫୋର୍ସ ସହ ତିନି ଅତିରିକ୍ତ SP, ୧୦ DSP ଓ ୪୦ ଇନିସପେକ୍ଟର ମୁତୟନ,ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ପୁରୀ ସାଂସଦ ଓ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରିତ |

Leave a Reply

Your email address will not be published. Required fields are marked *