ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ | ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରୁଛନ୍ତି ନନ୍ଦନକାନନ କର୍ମଚାରୀ | ଲୁହା ରଡ, କାଠ ଫାଳିଆ ଓ ଠେଙ୍ଗାରେ ପର୍ଯ୍ୟଟକଙ୍କୁ ଗୋଡାଇ ଗୋଡାଇ ମାଡ଼ | ଉଭୟ ପୁରଷ ଓ ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ |

Leave a Reply

Your email address will not be published. Required fields are marked *