ଯାଜପୁର, ପାଣିକୋଇଲି ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ୍; ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର | ଅଟୋରେ ଭଦ୍ରକରୁ ପୁରୀ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ । ୫ ଗୁରୁତର ମେଡିକାଲରେ ଭର୍ତ୍ତି।

Leave a Reply

Your email address will not be published. Required fields are marked *