ରାଜ୍ୟରେ ପ୍ରବଳ ଶୀତ ଲହରିକୁ ଦୃଷ୍ଟିରେ ରଖି କାଲି ସକାଳ ୮ଟା ୩୦ ଯାଏ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି | ଝାରସୁଗୁଡ଼ା , ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା | ଆଗାମୀ ୨ ଦିନ ଯାଏ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା

Leave a Reply

Your email address will not be published. Required fields are marked *