କାଶୀପୁର ବ୍ଲକ୍‌ ରେଙ୍ଗା ଗାଁରେ ୨ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ

ରାୟଗଡ଼ା : ୨ ମୃତକ- ବିଶୁ ଝୋଡ଼ିଆ ଓ ଧନେଶ୍ବର ଝୋଡ଼ିଆ, ଆଜି ସକାଳେ ଗାଁ ଲୋକେ ଉଭୟଙ୍କ ଶବଦାହ କରି ଦେଇଥିବା ସୂଚନା | ମୃତ୍ୟୁର କାରଣ ସଂପର୍କରେ କାଶୀପୁର ପୋଲିସର ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *