ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ BWF ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ | ୨୫ରୁ କଟକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିଅମରେ ହେବ ମ୍ୟାଚ୍‌ | ଜାନୁଆରି ୩୦ ଯାଏ ଖେଳାଯିବ BWF ଓଡ଼ିଶା ଓପନ ବ୍ୟାଡମିଣ୍ଟନ-୨୦୨୨ | ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୧୮ଟି ଦେଶର ୩୦୦ରୁ ଅଧିକ ଖେଳାଳି |

Leave a Reply

Your email address will not be published. Required fields are marked *