ଦକ୍ଷିଣ କୋରିଆର ଦକ୍ଷିଣାଞ୍ଚଳରେ ଲ୍ୟାଣ୍ଡଫଲ୍‌ କଲା ଟାଇଫୁନ ହିନ୍ନାମ୍ନର ।ଟାଇଫୁନ୍‌ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେଉଛି | ପବନ ଯୋଗୁ ଗଛ ଭାଙ୍ଗିବା ସହ ରାଜରାସ୍ତା କ୍ଷତିଗ୍ରସ୍ତ ହୋଇଛି । ବହୁ ଘରକୁ ବିଜୁଳି ସରବରାହ ବନ୍ଦ ରହିଛି |

Leave a Reply

Your email address will not be published. Required fields are marked *