ୟୁକ୍ରେନରେ ମାନବୀୟ ସ୍ଥିତି ନେଇ ଜରୁରୀ ବୈଠକ ଡାକିଲା ଜାତିସଂଘ ସୁରକ୍ଷା ପରିଷଦ | ଅପରାହ୍‌ଣ ୩ଟାରେ ବସିବ UNSCର ଜରୁରୀ ବୈଠକ | ଆମେରିକା ସମେତ ୬ଟି ଦେଶ, ବ୍ରିଟେନ, ଫ୍ରାନ୍ସ, ଆଲବାନିଆ, ଆୟରଲ୍ୟାଣ୍ଡ ଏବଂ ନରୱେ ସାମିଲ ହେବେ |

Leave a Reply

Your email address will not be published. Required fields are marked *