ପୋଲିସ କବ୍‌ଜାରେ ଠକ ଡାକ୍ତର ରମେଶ ସ୍ବାଇଁର ଡ୍ରାଇଭର | ରମେଶର ଡ୍ରାଇଭର ପପୁ ଓରଫ ଚିତ୍ତରଞ୍ଜନ ପଟ୍ଟନାୟକକୁ ରଣପୁରରୁ ଗିରଫ କଲା ମହିଳା ଥାନା ପୋଲିସ | ରମେଶ ଗିରଫ ହେବା ପରେ ଫେରାର ଥିଲା, ଠକେଇ ଘଟଣାର ଅନ୍ୟତମ ଅଭିଯୁକ୍ତ ପପୁ |

Leave a Reply

Your email address will not be published. Required fields are marked *