ମାର୍ଚ୍ଚ ୨୬ରେ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ | ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ, ପରେ ଧାମନଗରର ସାଧାରଣ ସଭାରେ ଯୋଗ ଦେବେ | ଭୁବନେଶ୍ବରରେ ବରିଷ୍ଠ ନେତୃତ୍ବଙ୍କ ସହ ବୈଠକ କରିବେ ଓ ସେହି ଦିନ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ଅମିତ ଶାହ |

Leave a Reply

Your email address will not be published. Required fields are marked *