ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍‌ | ଭିଜିଲାନ୍ସ କବାଟ ବାଡ଼େଇବାରୁ ଛାତ ଡେଇଁ ଫେରାର | ଭୁବନେଶ୍ବର ଓ ଗଞ୍ଜାମରେ ଏକକାଳୀନ ରେଡ୍ | ଭୁବନେଶ୍ବର ଜାଗମରା ଘରେ ରେଡ୍ ବେଳେ ଚମ୍ପଟ ମାରିଲେ ସୁନୀଲ | ଚଢ଼ାଉରେ ୬DSP, ୩ଇନ୍‌ସପେକ୍ଟର ଓ ୭ASI ସାମିଲ |

Leave a Reply

Your email address will not be published. Required fields are marked *