ବରଗଡ଼ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢ଼ାଉ ଜାରି, ନଗଦ ୩ ଲକ୍ଷ ୫୪ ହଜାର ଟଙ୍କା ସହ ବହୁ କାଗଜପତ୍ର ଏବଂ ଅଳଙ୍କାର ଜବତ | DSW ଅଫିସରେ ବି ଚଢ଼ାଉ କରୁଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍, ବରପାଲିରେ ଚନ୍ଦ୍ରା ସାହୁଙ୍କ ରହିଛି 2 ମହଲା କୋଠା

Leave a Reply

Your email address will not be published. Required fields are marked *