State ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ 6 କୋଟି 97 ଲକ୍ଷ 15 ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଜବତ କଲା ଭିଜିଲାନ୍ସ November 1, 2021November 1, 2021 admin 0 Comments ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ 6 କୋଟି 97 ଲକ୍ଷ 15 ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଜବତ କଲା ଭିଜିଲାନ୍ସ । ଆୟଠାରୁ 221% ଅଧିକ ସମ୍ପତ୍ତି ଠୁଳ କରିଥିଲେ ପ୍ରସନ୍ନ । 28 ତାରିଖ ଦିନ ପ୍ରସନ୍ନଙ୍କ 5ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ