ଏବିଭିପି ତରଫରୁ ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାରେ ‘ରଥଯାତ୍ରା ସେବାକାର୍ଯ୍ୟ’

ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାରେ ଏବିଭିପି ତରଫରୁ ସାରା ଓଡ଼ିଶାର ବିଦ୍ୟାର୍ଥୀମାନଙ୍କ ସାମୁହିକ ଯୋଗଦାନରେ ପୁରୀ ବଡ଼ଦାଣ୍ଡରେ ହେବାକୁ ଯାଉଥିବା ‘ରଥଯାତ୍ରା ସେବାକାର୍ଯ୍ୟ’ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *