News ଭିଜିଲାନ୍ସ ଜାଲରେ କଟକ CRRI ଥାନା IIC ବିଜୟ ବାରିକ January 4, 2026January 4, 2026 Jayaprada samantaray 0 Comments ଭିଜିଲାନ୍ସ ଜାଲରେ କଟକ CRRI ଥାନା IIC | ବିଜୟ କୁମାର ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ | ଭୁବନେଶ୍ବର ରାଜମହଲ ଛକରୁ ଗିରଫ | ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କ ଠାରୁ ଲାଞ୍ଚ ନେଉଥିଲେ | ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ | IICଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସର ଚଢ଼ାଉ |