୨୪ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଉଲଂଘନ ଅଭିଯୋଗରେ ୧୫ ଜଣଙ୍କୁ ଗିରଫ; ୮୬୩ଟି ଗାଡ଼ି ଜବତ ଓ ୨୮,୬୧,୯୦୦/- ଫାଇନ ଆଦାୟ କରିଛି ଓଡ଼ିଶା ପୋଲିସ, 12.10.2021 ସକାଳରୁ 13.10.2021 ସକାଳ ମଧ୍ୟରେ ଏହି ଫାଇନ ଆଦାୟ ହେଇଛି

Leave a Reply

Your email address will not be published. Required fields are marked *